ବିଳସନ
ଦେଖଣା
ବିଳସନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଲସ୍ ଧାତୁ=କ୍ରୀଡ଼ା କରିବା; ବିଳାସ କରିବା+ଭାବ. ଅନ)
[ସମ୍ପାଦନା]- ୧. ବିଳାସ —୧. Enjoyment;pleasure felicity.
- ୨. କ୍ରୀଡ଼ା; ଲୀଳା —୧. Play; sport; diversion.
- ୩. ଦୀପ୍ତି; ଆଭା —୩. Lustre; splendour.
- ୪. ଶୋଭା —୪. Beauty.
- ୫. ପ୍ରକାଶ —୫. Manifestation; appearance; exhibition.
- ୬. ସ୍ଫୁରଣ —୬. Flashing.
- ୭. ବାକ୍ୟସ୍ଫୂର୍ତ୍ତି —୭. Utter—ance; verbal expression.