Jump to content

ବିଳସା(ସେ)ଇବା

ଉଇକିଅଭିଧାନ‌ରୁ

ବିଳସା(ସେ)ଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ବିଳସିବାର ଣିଜନ୍ତ ରୂପ; ବି+ଲସ୍ ଧାତୁ)

[ସମ୍ପାଦନା]
୧. କ୍ରୀଡ଼ା କରାଇବା —୧. To cause to play.

(ଉ—ବିଳସାଇଲେ ବୃଷ୍ଟି ନଭେ ଚଞ୍ଚଳ ଭଞ୍ଜ. ବୈଦେହୀଶବିଳାସ)

୨. ନଚାଇବା —୨. To cause to dance; to dangle.
୩. ବିହାର କରାଇବା —୩. To cause to frequent.

(ଉ— ବିଳସାଇ ଯଥା ଅଳକା ତେଜାଇ ଈଶ୍ୱରଙ୍କୁ ଶମଶାନେ ଭଞ୍ଜ. ବୈଦେହୀଶବିଳାସ)