Jump to content

ବିଳସିତ

ଉଇକିଅଭିଧାନ‌ରୁ

ବିଳସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଲସ୍ ଧାତୁ=କ୍ରୀଡ଼ା କରିବା+ଭାବ. ତ)

[ସମ୍ପାଦନା]

ବିଳସନ (ଦେଖ) - —Biḻasana (See)

ସଂସ୍କୃତ - ବିଶେଷଣ - (ବି+ଲସ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ତ)

[ସମ୍ପାଦନା]
୧. କ୍ରୀଡ଼ିତ —୧. Playing; sporting.
୨. ଶୋଭିତ —୨. Glittering; splendid.