Jump to content

ବିଳାପ

ଉଇକିଅଭିଧାନ‌ରୁ

ବିଳାପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି+ଲପ୍ ଧାତୁ=ଖେଦ କରିବା+ଭାବ. ଅ)

[ସମ୍ପାଦନା]
୧. ଖେଦୋକ୍ତିପୂର୍ବକ କ୍ରନ୍ଦନ; ବାହୁନା କାନ୍ଦ — ୧. Bewailing.
୨. ପରିବେଦନ; ଖେଦୋକ୍ତି —୨. Lamentation.