Jump to content

ବିଳାପକ

ଉଇକିଅଭିଧାନ‌ରୁ

ବିଳାପକ

ଉଚ୍ଚାରଣ

[ସମ୍ପାଦନା]
(ବିଳାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବି+ଲପ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ବିଳାପ କରେ —୧. Lamenting; sorrowing.
୨. ଖେଦଜନବ; ବିଳାପ— ଜନକ —୫. Plaintive; doleful.