Jump to content

ବିଳାପିବା

ଉଇକିଅଭିଧାନ‌ରୁ

ବିଳାପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ପଦ୍ୟ)

[ସମ୍ପାଦନା]

ବାହୁନିବା; କ୍ରନ୍ଦନ କରିବା —To bewail.

(ଉ—ଏସନ ଆକ୍ଷେପି ସୀତା ବିଳାପି ବିକଳେ ନନ୍ଦକିଶୋର. ସୀତାବନବାସ)