Jump to content

ବିଳାପୀ

ଉଇକିଅଭିଧାନ‌ରୁ

ବିଳାପୀ

ଉଚ୍ଚାରଣ

[ସମ୍ପାଦନା]
(ବିଳାପିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବି+ଳପ୍ ଧାତୁ+କର୍ତ୍ତୃ. ଇନ୍; ବିଳାପିନ୍; ୧ମା. ୧ବ)

[ସମ୍ପାଦନା]

ଖେଦକାରୀ —Sorrowing.