ବିଳାଶ
ଦେଖଣା
ବିଳାଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି=(ସଂସ୍କୃତ - ବିଳାସ=ଶୋଭା)
[ସମ୍ପାଦନା]- ୧. କାନ୍ଥ ଦେହରୁ ମାଟି ବା ଚୂନଦ୍ୱାରା ବାହାରକୁ ବାହାପ କରା ନ ଯାଇ ରଚିତ ହୋଇଥିବା ଠଣା ବା କାନ୍ଥକୁରା —୧. A projecting wall niche; a protruding wall-shelf or cornice.
- ୨. କାନ୍ଥରୁ ବାହାରକୁ ବାହାରିଥିବା ଲମ କାନୁସ —୨. Cornice; wallplate; corbel.
- ୩. ବଟାଳୀର ଗଡ଼ାଣିଆ ଧାର —୩. The sloping side of the edge of a chisel.