ବିଳାସପୁର
ମଧ୍ୟପ୍ରଦେଶାନ୍ତର୍ଗତ ଗୋଟିଏ ଜିଲ୍ଲା ଓ ନଗର — Bilaspure in Central Provinces
[ ଦ—ଏହା ବେଙ୍ଗଳ ନାଗପୁର ରେଳବାଇର ଗୋଟିଏ ବଡ଼ ସଂଯୋଜକ ଷ୍ଟେଶନ ବା ଜଙ୍କ୍ସନ ଏଠାରେ ଭଲ ପଥରଚୂନ ଆମଦାନୀ ହୁଏ ]