Jump to content

ବିଳିବିଳା

ଉଇକିଅଭିଧାନ‌ରୁ

ବିଳିବିଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନର୍ଥକ ବାକ୍ୟ ଗପିବା —Incoherent talk.
୨. ବାତୁଳ ପ୍ରଳାପ — ୨. Ravings of a mad man.
୩. ନିଦ୍ରିତ ବ୍ୟକ୍ତିର ନିଦ୍ରାବସ୍ଥାରେ ଗପିବା —୩. Talking during sleep.
୪. ଏକପ୍ରକାର ମସ୍ତିଷ୍କବିକୃତ —୪. Raving madness.