ବିଳିବିଳେଇବା
ଦେଖଣା
ବିଳିବିଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଳିବିଳେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାତୁଳ ପରି ପ୍ରଳାପ କରିବା — ୧. To rave like a mad man
- ୨. ଶୋଇବା ଅବସ୍ଥାରେ ଗପିବା, ନିଦ ବାଉଳାରେ ବକିବା —୨. To rave while asleep.
(ଉ—ତେଣୁ କରନ୍ତି ଶୋକ ଉଚ୍ଚବାଣୀ, ବିଳିବିଳାଇ ସକଳ ତରୁଣୀ ପ୍ରତାପ—ଶଶିସେଣା ===
- ୩. ଅନର୍ଥକ ବାକ୍ୟ କହିବା —୩. To speak incoherently.
(ଉ— ବ୍ରହ୍ମା ବିଳିବିଳେଇଲେ ବେଦ—ଢଗ)