ବିଳେବାସୀ
=== ସଂସ୍କୃତ - ବି—(ବିଳେବାସିନ୍; ୧ମା. ୧ବ. ସଂସ୍କୃତ - ବିଳେ= ଗର୍ତ୍ତରେ+ବାସୀ=ଯେ ଗାତରେ ରହେ ବା ଯେ ବାସ କରେ)
ସରୀସୃପ —Reptile.
(ଯଥା—ସାପ, ମୂଷା, ଗୋଧି ଆଦି)