Jump to content

ବିଳୟ

ଉଇକିଅଭିଧାନ‌ରୁ

ବିଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଲୀ ଧାତୁ=ଲୀନ ହେବା+ଭାବ. ଅ)

[ସମ୍ପାଦନା]
୧. ପ୍ରଳୟ —୧. Dissolution.
୨. ଧ୍ୱଂସ;ବିନାଶ —୨. Ruin.
୩. ବିଲୋପ; ଅନ୍ତର୍ଦ୍ଧାନ — ୩. Disappearance; extinction.

ସଂସ୍କୃତ - ବିଣ— (ବି+ଲୟ)

[ସମ୍ପାଦନା]

ଲୟବହିର୍ଭୁତ; ଲୟ ବା ତାଳଶୂନ୍ୟ — Devoid of cadence.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିସ୍ମତି —Forgetfulness.