Jump to content

ବିଶ

ଉଇକିଅଭିଧାନ‌ରୁ

ବିଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶ୍ ଧାତୁ=ପ୍ରବେଶ କରି+କର୍ତ୍ତୃ. ଅ)

[ସମ୍ପାଦନା]
୧. (କ୍ଳୀ) ମୃଣାଳ; ପଦ୍ମନାଡ଼ —୧. The stalk or stem of louts.
୨. (ପୁଂ) ବୈଶ୍ୟ ଜାତି —୨. The B&aline;i̱ṡya caste.
୩. ମନୁଷ୍ୟ —୩. Man.

(ଉ—ବିଶ ପ୍ରଭୁ ପ୍ରେମ ବାଣିଜ୍ୟେ ବିଶ ଭଞ୍ଜ. ବୈଦେହୀଶବିଳାସ)

୪. (ସ୍ତ୍ରୀ) କନ୍ୟା —୪. Daughter; girl.
୫. କୁମାରୀ — ୫. Virgin; maid.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବ୍ୟାପକ —Pervading.

===ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ବୋଧ ହୁଏ ବିଂଶ ଗ୍ରାମ ସମଷ୍ଟିରୁ)

ପ୍ରଗନ୍ନା; ରାଜ୍ୟର ବିଭାଗ; ଗ୍ରାମପୁଞ୍ଜ — Pergannah; a group of villages.



ବିଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ବିସ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ଅ; ଯେ ଜଳରେ ଅନବରତ ପ୍ରବେଶ କରି ରହିଛି)

[ସମ୍ପାଦନା]
୧. ପଦ୍ମ ପ୍ରଭୃତିର ମୃଣାଳ — ୧. The stalk of lotus.
୨. ପଦ୍ମର ସୂକ୍ଷ୍ମ ତନ୍ତୁ — ୨. The fibre of a lotus (Apte).