ବିଶଦ
ଦେଖଣା
ବିଶଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଶଦ୍ ଧାତୁ=ଗମନ କରିବା; ନିର୍ମଳ ହେବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶୁଭ୍ର; ଧଳା —୧. White.
- ୨. ନିର୍ମଳ; ପରିଷ୍କୃତ —୨. Clean; purified.
- ୩. ସ୍ୱଚ୍ଛ — ୩. Transparent; pellucied.
- ୪. ସ୍ପଷ୍ଟ — ୪. Clear.
- ୫. ସୁଷ୍ପଷ୍ଟ; ସ୍ଫୁଟ —୫. Mainfest- apparent.
- ୬. ପ୍ରସନ୍ନ; ଅନୁକୂଳ —୬. Favoura; ble; gracious.
- ୭. ସୁନ୍ଦର; ମନୋହର —୭. Graceful; beautiful.
- ୮. ବିବିକ୍ତାବୟବ; ଶୁଦ୍ଧଶରୀର— ଯୁକ୍ତ —୮. Pure-bodied.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶୁଭ୍ର ବର୍ଣ୍ଣ — White colour.