Jump to content

ବିଶଲ୍ୟ

ଉଇକିଅଭିଧାନ‌ରୁ

ବିଶଲ୍ୟ

ଉଚ୍ଚାରଣ

[ସମ୍ପାଦନା]
(ବିଶଲ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବୀହି; ବି=ନାହିଁ+ଶଲ୍ୟ=ଶେଳ)

[ସମ୍ପାଦନା]
୧. ଶଲ୍ୟରହିତ; ଶଙ୍କୁରହିତ; ଯାହା ହେତୁରୁ ବିଦ୍ଧ ଶର କଢ଼ା ଯାଇଅଛି —୧. Having an arrow extracted from the body.
୨. ଯାତନା ଶୂନ୍ୟ —୨. Free from agony of pain.
୩. ଚିନ୍ତାମୁକ୍ତ —୩. Relieved from anxiety.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଷହର ଔଷଧ —An antidote against poison.

(ଉ—ବିଶଲ୍ୟକୁ କରିବା ରାମ ଭାଷି, ବଇକୁଣ୍ଠକୁ ମୋତେ ବାଟ ଦିଶି ଭଞ୍ଜ. ବୈଦେହୀଶବିଳାସ)

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଷହାରୀ —Freeing from the effects of poisoning; preventive of poisoning.

(ଉ—ବିଶଲ୍ୟ ରାମା ପ୍ରାପିତେ ହବିଷ ଭଞ୍ଜ, ବୈଦେହୀଶ— ବିଳାସ)