Jump to content

ବିଶଲ୍ୟା

ଉଇକିଅଭିଧାନ‌ରୁ

ବିଶଲ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବିଶଲ୍ୟ+ସ୍ତ୍ରୀ. ଆ)

[ସମ୍ପାଦନା]

ଗର୍ଭବେଦନାରୁ ମୁକ୍ତା (ସ୍ତ୍ରୀ) —(a woman) Delivered from travail

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗୁଳଞ୍ଚ ଲତା (ଦେଖ) - —
୧. Guḻan̄cha creeper (See)
୨. ଅଗ୍ନିଶିଖା ବୃକ୍ଷ —୨. Gloriosa Superba (tree).
୩. ଦନ୍ତୀ (ବୃକ୍ଷ) (ଦେଖ) - —୩. Danti (tree) (See).
୪. ଅଜ— ମୋଦା —୪. Carum Roxburghillm.