Jump to content

ବିଶଲ୍ୟ କରଣୀ କାଠି

ଉଇକିଅଭିଧାନ‌ରୁ

ବିଶଲ୍ୟ କରଣୀ କାଠି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

କାଠି ବିଶେଷ — A twig selected from the twigs of the nest of a Kumbhāṭuā bird; said to possess the miraculous property of opening a locked door.

[ଦ୍ରଷ୍ଟବ୍ୟ —କୁମ୍ଭାଟୁଆ ଯେଉଁ ବସାରେ ପିଲା କରି, ପିଲା ବଢ଼ିଲା ପରେ ବସା ଛାଡ଼ି ଚାଲି ଯାଇଥାଏ, ସେହି ବସା ଯେଉଁ କାଠିମାନଙ୍କରେ ନିର୍ମିତ ହୋଇଥାଏ, ସେହି କାଠିମାନଙ୍କୁ ନେଇ ସୁଅ ଚାଲୁଥିବା ନଈରେ ପକାଇ ଦେଲେ କାଠିମାନ ଭାସିଯାଏ; ମାତ୍ର ଯେଉଁ ଖଣ୍ଡିକ ଉଜାଣି ଉଠେ, ସେହି କାଠିକୁ ବିଶଲ୍ୟ— କରଣୀ କାଠି ବୋଲାଯାଏ ପ୍ରବାଦ ଅଛି ଯେ, ଏ କାଠିକୁ ଯେ କୌଣସି କବାଟର କୋଲପରେ ଲଗାଇ ଦେଲେ କୋଲପ ମନକୁ ଫିଟିଯାଏ ଚୋରମାନେ ଏହାକୁ ବ୍ୟବହାର କରନ୍ତି]