Jump to content

ବିଶଳ ପାତି

ଉଇକିଅଭିଧାନ‌ରୁ

ବିଶଳ ପାତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବିଶ(ଶା)ଳ ପାତିଆ—ଅନ୍ୟରୂପ]

ଦେଶଜ - ବିଶେଷଣ - (ମନ୍ଦାର୍ଥ) (ସଂସ୍କୃତ - ବିସର୍ପୀ=ଇତସ୍ତତଃ ଗମନଶୀଳ; କିମ୍ୱା ବିସଳ= କ୍ଷୂଦ୍ର ଡାଳ; ପଲ୍ଲବ ଓ ପତ୍ର)

[ସମ୍ପାଦନା]

ଅତି ଦୁଷ୍ଟ —୧. Very wicked.

୨. ଶୀର୍ଣ୍ଣ ଦେହ — ୨. Very thin-bodied; emaciated.
୩. ଅସ୍ଥିର; ଅଶାନ୍ତି; ଚଞ୍ଚଳ —୩. Restless

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶୀର୍ଣ୍ଣ ଦେହ— ବିଶିଷ୍ଟ ଦୁଷ୍ଟ ବ୍ୟକ୍ତି —A thin-bodied wicked person.