Jump to content

ବିଶସ

ଉଇକିଅଭିଧାନ‌ରୁ

ବିଶସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବି+ଶସ୍ ଧାତୁ=ବଧ କରିବା+ଭାବ. ଅ)

[ସମ୍ପାଦନା]
୧. ବଧ; ହତ୍ୟା —୧. Slaughter.
୨. (....+କରଣ. ଅ)—ଖଡ୍ଗ —୨. Sword.