Jump to content

ବିଶସ୍ତ

ଉଇକିଅଭିଧାନ‌ରୁ

ବିଶସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ବି+ଶସ୍ ଧାତୁ=ବଧ କରିବା+କର୍ମ. ତ)

[ସମ୍ପାଦନା]
୧. ହତ —୧. Killed.
୨. ଛିନ୍ନ —୨. Cut off.
୩. ସୁସଭ୍ୟ —୩. Civilized.
୪. ଅତୀତ — ୪. Past.