Jump to content

ବିଶାଏ

ଉଇକିଅଭିଧାନ‌ରୁ

ବିଶାଏ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଏକ ବିଶ୍ୱା ମାତ୍ର ପରମାଣରେ —୧. In the quantity of a Biṡwā.
୨. ଟିକିଏ ମାତ୍ର ୨. A little.

[ଉ—ବୋଲି ଖଡ଼ଗ ପ୍ରହାରୁ ଖଡ଼ଗ ପରାୟେ; ବିଶ୍ୱାଏ ନ ଭେଦି ଦେହେ ବିକମ୍ପିତ ହୋଏ ଭଞ୍ଜ—ବୈଦେହୀଶବିଳାସ ]