Jump to content

ବିଶାଖ

ଉଇକିଅଭିଧାନ‌ରୁ

ବିଶାଖ

ଉଚ୍ଚାରଣ

[ସମ୍ପାଦନା]
(ବିଶାଖ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବିଶାଖା=ନକ୍ଷତ୍ର ବିଶେଷ+ଅପତ୍ୟାର୍ଥେ ଅ; ଏହାଙ୍କୁ ବିଶାଖା ନକ୍ଷତ୍ର ଶିଶୁକାଳରେ ପାଳିଥିଲେ)

[ସମ୍ପାଦନା]
୧. କାର୍ତ୍ତିକେୟ —୧. Kārttikeya.
୨. ଯାଚକ; ଭିକ୍ଷୁ; ଭିକାରି —୨. A beggar.
୩. ପୁନର୍ନ଼ବା; ପୁରୁଣାଶାଗ —୩. Hogweed.

ସଂସ୍କୃତ - ବିଶେଷଣ - (ବି+ଶାଖା)

[ସମ୍ପାଦନା]

Branchless.