Jump to content

ବିଶାଖା

ଉଇକିଅଭିଧାନ‌ରୁ

ବିଶାଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବି+ଶାଖ୍ ଧାତୁ=ବ୍ୟାସ୍ତ ହେବା+କର୍ତ୍ତୃ. ଅ)— ସ୍ତ୍ରୀ. ଆ)

[ସମ୍ପାଦନା]
୧. ଷୋଡ଼ଶ ନକ୍ଷତ୍ର —୧. The ୧୬th asterism.

[ଦ୍ରଷ୍ଟବ୍ୟ —ଏହାର ରୂପ ତୋରଣାକାର ଓ ଏହା ଉଜ୍ଜ୍ୱଳ ଦ୍ୱିତାରକାଯୁକ୍ତ]

୨. ରାଧିକାଙ୍କର ଅଷ୍ଟସଖୀ ମଧ୍ୟରୁ ଜଣେ ସଖୀ —୨. Name of one of the eight female companions of Rādhā.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଶାଖାବିହୀନ —୧. Branchless.

[ଦ୍ରଷ୍ଟବ୍ୟ —ବିଶାଖା ସ୍ୱଭାବେ—ବିଶାଖାପତି ମୁଖ ଛବି ଭାବି ଭଞ୍ଜ. ବୈଦେହୀଶବିଳାସ]

୨. (ଲକ୍ଷଣାର୍ଥ) ପ୍ରିୟା— ବିହୀନ —୨. (figurative) Bereft of or separated from one's beloved one.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉଚ୍ଚ ଡାଳ —A high branch.

[ଉ—ବିଶାଖା ଆଶ୍ରିଲା, ବରସୁମନା କରଗତ କଲା ଅଭିମନ୍ୟୁ ବିଦଗ୍ଧ— ଚିନ୍ତାମଣି]