Jump to content

ବିଶାଖାପତି

ଉଇକିଅଭିଧାନ‌ରୁ

ବିଶାଖାପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଶାଖା+ପତି)

[ସମ୍ପାଦନା]

ଚନ୍ଦ୍ର —The moon.

[ଦ୍ରଷ୍ଟବ୍ୟ —ବିଶାଖାପତି ମୁଖଛବି ଭାବେ ଭଞ୍ଜ. ବୈଦେହୀଶବିଳାସ]