Jump to content

ବିଶାଖା ପଟଣ

ଉଇକିଅଭିଧାନ‌ରୁ

ବିଶାଖା ପଟଣ

ଉଚ୍ଚାରଣ

[ସମ୍ପାଦନା]

ବିଶାଖାପତ୍ତନ, ବିଶାଖପତ୍ତନଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବି— (ସଂସ୍କୃତ - ବିଶାଖ+ପତ୍ତନ)

[ସମ୍ପାଦନା]

ମାନ୍ଦ୍ରାଜ ପ୍ରଦେଶସ୍ଥ ଗଞ୍ଜାମ ଜିଲ୍ଲାର ଦକ୍ଷିଣରେ ଥିବା ଗୋଟିଏ ଜିଲ୍ଲା ଓ ନଗର —Name of a district and town of the Madras Presidency to the south of the Ganjam district.

[ଦ୍ରଷ୍ଟବ୍ୟ —ଏହାକୁ ଇଂରେଜମାନେ ସଂକ୍ଷିପ୍ତ କରି 'ଭାଇ ଜାଗ୍' ନାମ ଦେଇଅଛନ୍ତି ଏହା ଗୋଟିଏ ସ୍ୱାସ୍ଥ୍ୟକର ସମୁଦ୍ରୋପକୂଳସ୍ଥ ସ୍ଥାନ ବୋଲି ପ୍ରସିଦ୍ଧ]