ବିଶାଖା ଯୂପ
ପୌରାଣିକ ବନବିଶେଷ —Name of a mythological forest.
[ଉ—ବିଶାଖ ଯୂପ ବନ ସେ ପର୍ବତ ସ୍ଥାନେ, ଥିଲା ତହିଁ ରହିଲେ ପାଣ୍ଡୁଙ୍କ ନନ୍ଦନେ କୃଷ୍ଣସିଂହ. ମହାଭାରତ. ବନ]