Jump to content

ବିଶାବଳି

ଉଇକିଅଭିଧାନ‌ରୁ

ବିଶାବଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଷ+ବଳି)

[ସମ୍ପାଦନା]
୧. ଦେବୀଙ୍କ ନିକଟରେ ଦିଆଯିବା ବଳି ବା ବୋଦା —୧. A victim slaughtered in front of a Goddess.
୨. ବହୁତ ପ୍ରହାର —୨. Excessive beating.
୩. ହତ୍ୟା; ମାରଣ; ବଧ —୩. Slaughter.