Jump to content

ବିଶାବଳି ଦେବା

ଉଇକିଅଭିଧାନ‌ରୁ

ବିଶାବଳି ଦେବା

ଉଚ୍ଚାରଣ

[ସମ୍ପାଦନା]

(ବିଶାବଳି କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବଳିଦେବା —୧. To slaughter an animal as a victim to a Goddess.
୨. ହତ୍ୟା କରିବା ୨. To kill.
୩. ଖୁବ୍ ପ୍ରହାର କରିବା — ୩. To beat soundly.