Jump to content

ବିଶାବଳି ପାଇବା

ଉଇକିଅଭିଧାନ‌ରୁ

ବିଶାବଳି ପାଇବା

ଉଚ୍ଚାରଣ

[ସମ୍ପାଦନା]

(ବିଶାବଳି ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦେବୀଙ୍କ ନିକଟରେ ବଳିରୂପେ ହତ ହେବା —୧. To be slaughtered as a victim to a Goddess.
୨. ହତ ହେବା —୨. To be killed.
୩. ଖୁବ୍ ମାଡ଼ ଖାଇବା —୩. To be beaten excessively.