Jump to content

ବିଶାର

ଉଇକିଅଭିଧାନ‌ରୁ

ବିଶାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମତ୍ସ୍ୟ; ମାଛ —୧. Fish.

(ଉ—ବକପାଶରେ ଜଳ ଘାଟେ, ବିଶାର କୁଳହିଁ ଚହଟେ ଭଞ୍ଜ. ବୈଦେହୀଶବିଳାସ)

୨. ମତ୍ସ୍ୟ ବିଶେଷ; (ଶେଉଳ ମାଛ?) —୨. A kind of fish.

(ଉ—ବିଶାରଃ ଶକୁଳୀ ଚାଥ ଗଡ଼କଃ ଶକୁଳାର୍ଭକଃ ଅମରକୋଷ)