ବିଶାରଦ
ଦେଖଣା
ବିଶାରଦ
ଉଚ୍ଚାରଣ
[ସମ୍ପାଦନା](ବିଶାରଦା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ବିଶାଳ=ବୃହତ୍+ଦା ଧାତୁ=ଦାନ କରିବା +କର୍ତ୍ତୃ ଅ; ଳ ସ୍ଥାନରେ ର)
[ସମ୍ପାଦନା]- ୧. ଦକ୍ଷ; ନିପୁଣ; ଚତୁର —୧. Clever; expert; skilful; capable.
- ୨. ପାରଙ୍ଗମ; କୌଣସି ବିଦ୍ୟାରେ ପ୍ରବୀଣ ବା ପଣ୍ଡିତ — ୨. Versed in any branch of learing
- ୩. ପଣ୍ଡିତ; ବିଦ୍ୱାନ —୩. Learned; wise.
- ୪. ପ୍ରସିଦ୍ଧ; ବିଖ୍ୟାତ —୪. Famous; celebrated.
- ୫. ଶ୍ରେଷ୍ଠ —୫. Chief; superior.
- ୬. ବିସ୍ତୃତ — ୬. Extended.
- ୭. ଗର୍ବିତ —୭. Proud; vainglorious.
- ୮. ନିଜର କ୍ଷମତା ବା ବଳ ଉପରେ ଆସ୍ଥାବାନ୍ —୮. Confident of one's power or strength.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବକୁଳ ବୃକ୍ଷ —Mimusops Elengi (tree).
ଦେଶଜ - ବିଶେଷଣ -
[ସମ୍ପାଦନା]ବିଶାଳକାୟ, ପ୍ରକାଣ୍ଡ —Gigantic.
(ଉ—ବଶାରଦ ମହାଦ୍ରୁମ, ଅଗ୍ରତେ ଯେମନ୍ତ ଦ୍ରୂମ, ତଥା ଅପୂର୍ବ ସଂଗ୍ରାମ, ଶ୍ରୀରାମ ରତେ ଭଞ୍ଜ. ବୈଦେହୀଶବିଳାସ)