ବିଶାଳ
ଦେଖଣା
ବିଶାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଶାଳଚ୍, କିମ୍ୱା ବିଶ୍ ଧାତୁ=ପ୍ରବେଶ କରିବା +କର୍ତ୍ତୃ ଆଳ)
[ସମ୍ପାଦନା]- ୧. ଅତି ବୃହତ୍; ଖୁବ୍ ବଡ଼ — ୧. Gigantic; huge; vast.
- ୨. ବିସ୍ତୃତ; ଚଉଡ଼ା; ବିସ୍ତୀର୍ଣ୍ଣ —୨. Wide; broad; extensive.
- ୩. ସୁବିଖ୍ୟାତ —୩. Renowned; celebrated.
- ୪. ଅତି ଉଦାର —୪. Very liberal-minded.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୃଗ ବିଶେଷ —୧. A kind of deer.
- ୨. ପକ୍ଷିବିଶେଷ —୨. A kind of bird.
- ୩. ବୃକ୍ଷ ବିଶେଷ —୩. A kind of tree.
- ୪. ନୃପବିଶେଷ —୪. Name of a king.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବିଶାଳତା) ବିସ୍ତାର —୧. Extent.
(ଉ—ବିଭୂଷଣ ରତ୍ନପୁର ଶ୍ରୀନଗର, ବିଶାଳରେ କରିଅଛି ସେ ଆଦର ଭଞ୍ଜ. ବୈଦେହୀଶବିଳାସ)
- ୨. ବିଶ୍ୱାଳ (ଦେଖ) - Biṡwāḻa (See)
ବିଶାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବିଶାଳ+ସ୍ତ୍ରୀ ଆ)
[ସମ୍ପାଦନା]- ୧. ଗଙ୍ଗା ଓ ଗଣ୍ଡକୀ ନଦୀର ସଙ୍ଗମ ସ୍ଥାନରେ ଅବସ୍ଥିତ ନଗରବିଶେଷ — ୧. Name of a town at the junction of the Ganges and the Gaṇḍakī.
- ୨. ଉଜ୍ଜୟିନୀ ନଗରୀ — ୨. The ancient city of Ujjain.
- ୩. ମହେନ୍ଦ୍ର— ବାରୁଣୀ (ଦେଖ) - —୩. Mahendra bāruṇī (See)
- ୪. ତୀର୍ଥବିଶେଷ —୪. Name of a sacred place of Hindu pilgrimage.
- ୫. ଦକ୍ଷକନ୍ୟା ସତୀ — ୫. A name of Satī,the daughter of Daksha.
- ୬. ନଦୀବିଶେଷ; ସରସ୍ୱତୀ ନଦୀ —୬. Name of a river; the Saraswatī.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବିଶାଳର ସ୍ତ୍ରୀଲିଙ୍ଗ —Feminine of Biṡāḻa.