Jump to content

ବିଶାଳକାୟ

ଉଇକିଅଭିଧାନ‌ରୁ

ବିଶାଳକାୟ

ଉଚ୍ଚାରଣ

[ସମ୍ପାଦନା]

(ବିଶାଳଶରୀର, ବିଶାଳଦେହ—ଅନ୍ୟରୂପ)

(ବିଶାଳକାୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବିଶାଳ+କାୟ)

[ସମ୍ପାଦନା]

ବୃହତ୍ ଶରୀର— ବିଶିଷ୍ଟ —Huge-bodied; gigantic in stature.