Jump to content

ବିଶାଳତ୍ୱ

ଉଇକିଅଭିଧାନ‌ରୁ

ବିଶାଳତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ବିଶାଳ+ଭାବାର୍ଥେ ତା(ତ୍ୱ)]

[ସମ୍ପାଦନା]
୧. ପ୍ରକାଣ୍ଡତା; ବୃହତ୍ତ୍ୱ —୧. Vastness; greatness.
୨. ଓସାର —୨. Width.
୩. ବିସ୍ତାର —୩. Extent.