ବିଶାଳାକ୍ଷ
ଦେଖଣା
ବିଶାଳାକ୍ଷ
ଉଚ୍ଚାରଣ
[ସମ୍ପାଦନା](ବିଶାଳାକ୍ଷୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ.—(ବହୁବ୍ରୀହି; ବିଶାଳ=ବଡ଼+ଅକ୍ଷି=ଚକ୍ଷୁଃ)
[ସମ୍ପାଦନା]- ୧. ବିଶାଳ ଚକ୍ଷୁବିଶିଷ୍ଟ; ଆକର୍ଣ୍ଣବିସ୍ତୃତ ଲୋଚନ — ୧. Having large eyes.
- ୨. ସୁଲୋଚନା —୨. Having graceful eyes.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶିବ —୧. Ṡiba.
- ୨. ଗରୁଡ଼ — ୨. Garuṟḍ̠a.
- ୩. ବିଷ୍ଣୁ —୩. Bishṇu.