ବିଶାଳାକ୍ଷୀ
ଦେଖଣା
ବିଶାଳାକ୍ଷୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଦୁର୍ଗା —୧. Durgā.
- ୨. ବରସ୍ତ୍ରୀ — ୨. A graceful or excellent woman.
- ୩. ଯୋଗିନୀବିଶେଷ —୩. Name of a female companion of Durgā.
- ୪. ନାଗଦନ୍ତୀ —୪. A medicinal plant.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବିଶାଳାକ୍ଷର ସ୍ତ୍ରୀଲିଙ୍ଗ —Feminine of Biṣāḻaksha.