ବିଶି
ଦେଖଣା
ବିଶି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଶି
|
ବିଶିନ, ବିଶିନି, ବିଶେଇ, ବିଶିନାଥ, ବିଶୁ, ବିଶୋଇ ଅନ୍ୟରୂପ
(ବିଶିଆ, ବିଶୁଆ—ଅନାଦରାର୍ଥକ ରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଆଦରାର୍ଥକ) ବିଶ୍ୱନାଥ ବା ବିଶ୍ୱମ୍ଭର ନାମକ ବ୍ୟକ୍ତିକୁ ଡାକିବା ନାମ —Name for calling Biṡwanātha or Biṡwambhara
- ୨. ଜନୈକ ଉତ୍କଳୀୟ କବି; ବିଶ୍ୱନାଥ ଖୁଣ୍ଟିଆ —୨. Name of an Oriya poet, the author of Bichitra Rāmāyaṇa.
[ଦ୍ରଷ୍ଟବ୍ୟ —ଏ ବିଚିତ୍ର ରାମାୟଣ ରଚନା କରିଥିଲେ]
- ୩. ବିଶ; ପ୍ରାଚୀନ ଉତ୍କଳର ଆଧୁନିକ ପ୍ରଗନା ବା ଚକଲା — ୩. A name by which a fiscal division of ancient Orissa was called.
[ଦ୍ରଷ୍ଟବ୍ୟ —ମୁସଲମାନ୍— ମାନଙ୍କ ଅମଳରେ 'ବିଶି'ର ନାମ 'ପ୍ରଗନା' ହେଲା ଜଗବନ୍ଧୁ—ପ୍ରାଚୀନ ଉତ୍କଳ ଏହା କେତେ ଗୁଡ଼ିଏ ତାଲୁକାର ସମଷ୍ଟି ଏଥିରୁ 'ବିଷୟୀ' ଶବ୍ଦର ଉତ୍ପତ୍ତି ହୋଇଅଛି]
- ୪. ଗ୍ରାମପୁଞ୍ଜ, କେତେଗୁଡ଼ିଏ ମଉଜାର ସମଷ୍ଟି —୪. A unit of many villages.