ବିଶିକେଶନ
ଦେଖଣା
ବିଶିକେଶନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବିଶ୍ୱକ୍ସେନ)
[ସମ୍ପାଦନା]ଦାତାକର୍ଣ୍ଣର ଏକ— ମାତ୍ର ପୁତ୍ର —Name of the son of king Karṇṇa.
(ଏକୋଇର ବଳା ବିଶି— କେଶନ—ଢଗ)
[ଦ୍ରଷ୍ଟବ୍ୟ —ଦାତାକର୍ଣ୍ଣଙ୍କର ସତ୍ୟ ପାଳନ ପରୀକ୍ଷା କରିବା ନିମନ୍ତେ ଭଗବାନ୍ ମାୟାରେ କ୍ଷୁଧାର୍ତ୍ତ ବ୍ରାହ୍ମଣ ବେଶ ଧରି ଏହାଙ୍କୁ ସତ୍ୟ କରାଇ ରାଜା ଆପଣା ହାତରେ ପୁତ୍ର 'ବିଶିକେଶନ'ର ଗଳାକୁ କାଟି ଉକ୍ତ ମାଂସ ଖାଇବାକୁ ଦେବାପାଇଁ ପ୍ରାର୍ଥନା କଲେ ରାଜା କର୍ଣ୍ଣ ସତ୍ୟ ପାଳନ କରି ସ୍ୱହସ୍ତରେ ପୁତ୍ରର ଶିରଶ୍ଛେଦନ କଲେ ତାହାଙ୍କ ସ୍ତ୍ରୀ ପଦ୍ମାବତୀ ପୁତ୍ରର ମାଂସକୁ ରନ୍ଧନ କରି କ୍ଷୁଧାର୍ତ୍ତ ବ୍ରାହ୍ମଣଙ୍କ ପାଇଁ ପତ୍ରରେ ବାଢ଼ି ସତ୍ୟ ରକ୍ଷା କରିଥିଲେ ପରେ ବିଶି— କେଶନ ବଞ୍ଚି ଉଠିଲା ପିତା ମାତାଙ୍କର ଏକମାତ୍ର ସ୍ନେହର ପାତ୍ର ପୁତ୍ରକୁ 'ବିଶିକେଶନ' ବୋଲାଯାଏ]