Jump to content

ବିଶିଖ

ଉଇକିଅଭିଧାନ‌ରୁ

ବିଶିଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି=ବିଶିଷ୍ଟ+ଶିଖା=ଅଗ୍ର; ବହୁବ୍ରୀହି)

[ସମ୍ପାଦନା]
୧. ବାଣ; ଶର; ଇକ୍ଷୁ —୧. Arrow.
୨. ଶରନାମକ ତୃଣ; କାଣ୍ଡପରି ଗୁଳ୍ମ —୨. A reed; Saccharum Sara.
୩. ତୋମରାସ୍ତ୍ର; (ପ୍ରାଚୀନ ଯୁଦ୍ଧାସ୍ତ୍ର ବିଶେଷ) —୩. Name of an ancient weapon of offence.
୪. ଚରଖାର ବା ଅରଟର ତାକୁଡ଼ି —୪. The spindle of a spinning wheel.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଶିଖାରହିତ — Having no tuft.