Jump to content

ବିଶିଖା

ଉଇକିଅଭିଧାନ‌ରୁ

ବିଶିଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବିଶିଖ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ରଥ —୧. Car.
୨. ଖନିତ୍ର; ଖଣତି —୨. A spud; a kind of digging instrument.
୩. ଚରଖାର ତାକୁଡ଼ି —୩. The spindle of a spinning wheel.
୪. ନାପିତର ସ୍ତ୍ରୀ; ଭଣ୍ଡାରୁଣୀ —୪. A barber woman.
୫. ଆତୁରା— ଗାର; ଯେଉଁ ଘରେ ରୋଗୀକୁ ଶୁଶ୍ରୂଷାର୍ଥ ରଖାଯାଏ; ହାସ— ପାତାଳ —୫. A sick room; hospital.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିଶିଖର ସ୍ତ୍ରୀଲିଙ୍ଗ —Feminine of Biṡikha.