ବିଶିଷ୍ଟାଦ୍ୱୈତବାଦ
ଦେଖଣା
ବିଶିଷ୍ଟାଦ୍ୱୈତବାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଶିଷ୍ଟ+ଅଦ୍ୱୈତବାଦ)
[ସମ୍ପାଦନା]ବେଦାନ୍ତ ଦର୍ଶନର ମତବିଶେଷ; ଯେଉଁ ଶାସ୍ତ୍ରମତ ଅନୁସାରେ ଏକମାତ୍ର ବ୍ରହ୍ମ—ପ୍ରକୃତି ଓ ପୁରୁଷ ଏହି ଦ୍ୱୈତଗୁଣ— ବିଶିଷ୍ଟ ବୋଲି ସ୍ୱୀକୃତ ହୁଅନ୍ତ —The theory of theology of the Rāmānuja sect to the effect that God consists of the spirit and matter in one (like the monism propounded in Europe by Dr. Bain).
[ଦ୍ରଷ୍ଟବ୍ୟ —ଦ୍ୱୈତ, ଅଦ୍ୱୈତ ଓ ବିଶିଷ୍ଟାଦ୍ୱୈତ ଭେଦରେ ବେଦାନ୍ତ ଦର୍ଶନରେ ସାଧାରଣତଃ ତିନିଗୋଟି ପ୍ରସିଦ୍ଧ ମତ ଅଛି ରାମାନୁଜ ସମ୍ପ୍ରଦାୟର ବୈଷ୍ଣବମାନେ ବିଶିଷ୍ଟାଦ୍ୱୈତ ମତବାଦୀ]