ବିଶିଷ୍ଟାର୍ଥ
ବାକ୍ୟର ବା ଶବ୍ଦପୁଞ୍ଜର ଆକ୍ଷରିକ ସାଧାରମ ଅର୍ଥ ଛଡ଼ା ତହିଁରୁ ପ୍ରକାଶିତ ହେବା ଶବ୍ଦସଂହତି ବା ଶବ୍ଦଯୋଜନାଜନିତ ଅସାଧାରଣ ଅର୍ଥ —Special meaning of a word or expression, as distinct from its literal or ordinary sense.