Jump to content

ବିଶୀର୍ଯ୍ୟମାଣ

ଉଇକିଅଭିଧାନ‌ରୁ

ବିଶୀର୍ଯ୍ୟମାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଆନ)

[ସମ୍ପାଦନା]

ଯାହା ବିଶୀର୍ଣ୍ଣ ହେଉଅଛି; ମଉଳି ଯାଉଥିବା —Drying up; withering.