Jump to content

ବିଶୁଦ୍ଧି

ଉଇକିଅଭିଧାନ‌ରୁ

ବିଶୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଶୁଦ୍ଧି)

[ସମ୍ପାଦନା]
୧. ନିର୍ମଳତା —୧. Cleanliness.
୨. ପବିତ୍ରତା —୨. Purity; holiness.
୩. ପବିତ୍ରୀ— କରଣ —୩. Purification.
୪. ଶୋଧନ; ସଂଶୋଧନ — ୪. Correction.
୫. ପ୍ରାୟଶ୍ଚିତ୍ତାଦିଦ୍ୱାରା ଶୁଦ୍ଧି — ୫. Expiation.
୬. କୌଣସି ବସ୍ତୁ ସଙ୍ଗେ ଅନ୍ୟ ବସ୍ତୁ ମିଳି ନ ଥିବା ଅବସ୍ଥା —୬. The state of a thing being unadulterated or unmixed.