ବିଶୁଦ୍ଧ କବି
ଶୁଦ୍ଧାଶୁଦ୍ଧଜ୍ଞ କବି — A poet who knows what is correct and what is incorrect.
[ଉ—ବିଶୁଦ୍ଧ କବି ହୋଇ ସେ ବନ କାବ୍ୟରୁ, ବିଶୋଧିଲେ ଦୂଷଣକୁ ଗୁଣ ପ୍ରଚାରୁ—ଭଞ୍ଜ. ବୈଦେହୀଶବିଳାସ]