ବିଶୁଦ୍ଧ ପ୍ରେମ
ଦେଖଣା
ବିଶୁଦ୍ଧ ପ୍ରେମ
ଉଚ୍ଚାରଣ
[ସମ୍ପାଦନା](ବିଶୁଦ୍ଧ ପ୍ରଣୟ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ବିଶୁଦ୍ଧ+ପ୍ରେମ)
[ସମ୍ପାଦନା]- ୧. ଯେଉଁ ପ୍ରେମରେ ପାଶବିକତାର ସତ୍ତା ନାହିଁ — ୧. Pure love; love which has no carnality in it.
- ୨. ନିଷ୍କାମ ବା ନିଃସ୍ୱାର୍ଥ ପ୍ରେମ —୨. Unselfish love.
ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ)
[ସମ୍ପାଦନା]ଯେଉଁ ପ୍ରେମ ସମାଜବନ୍ଧନ ବା ସାମାଜିକ ନିୟମକୁ ମାନେ ନାହିଁ —(ironical) Love untramelled by the rules and restraints of society.