Jump to content

ବିଶୁଷ୍କ

ଉଇକିଅଭିଧାନ‌ରୁ

ବିଶୁଷ୍କ

ଉଚ୍ଚାରଣ

[ସମ୍ପାଦନା]

(ବିଶୁଷ୍କତା—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - (ବି+ଶୁଷ୍ ଧାତୁ=ଶୁଷ୍କ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ନୀରସ —୧. Sapless.
୨. ଶୁଷ୍କ —୨. Dry.
୩. ମ୍ଳାନ —୩. Faded; pale.
୪. ମଉଳି ଯାଇଥିବା —୪. Withered.