ବିଶୃଙ୍ଖଳ
ଦେଖଣା
ବିଶୃଙ୍ଖଳ
ଉଚ୍ଚାରଣ
[ସମ୍ପାଦନା](ବିଶୃଙ୍ଖଳା—ସ୍ତ୍ରୀ)
(ବିଶୃଙ୍ଖଳତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ନାହିଁ+ଶୃଙ୍ଖଳା=ଶିକୁଳି)
[ସମ୍ପାଦନା]- ୧. ଦୁର୍ଦ୍ଦାନ୍ତ —୧. Indomitable.
- ୨. ଯାହାର ଶୃଙ୍ଖଳ ବା ବନ୍ଧନ ଫିଟି ଯାଇଅଛି— ୨. Unfettered.
- ୩. ଅବାଧ୍ୟ —୩. Insubordinate; recalcitrant.
- ୪. ଉଚ୍ଛୃଙ୍ଖଳ — ୪. Disorderly.
- ୫. ଅନିୟମିତ —୫. Irregular.
- ୬. ଗୋଳମାଳିଆଚ ଅବ୍ୟବସ୍ଥିତ —୬. Confused; disorganised.