Jump to content

ବିଶେଷକ

ଉଇକିଅଭିଧାନ‌ରୁ

ବିଶେଷକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - [ବି+ଶିଷ୍ ଧାତୁ, ଣିଜନ୍ତ ଶେଷି ଧାତୁ+ କର୍ତ୍ତୃ. ଅକ]

[ସମ୍ପାଦନା]
୧. ପ୍ରେଭେଦକାରକ —୧. Differentiating; distinctive.
୨. ବିଶେଷକାରକ — ୨. Particularising; characteristic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ତିଳକ ବୃକ୍ଷ ବା ତମାଳ ବୃକ୍ଷ; ଏକପ୍ରକାର କେନ୍ଦୁଗଛ —୧. A kind of Diospyrus Tomentosa (tree).
୨. କପାଳର ତିଳକ —୨. Sectarian marks painted on the forehead.
୩. ଏକକ୍ରିୟାନ୍ୱିତ ଶ୍ଳୋକକ୍ରୟ —୩. Three stanzas or ṡḻokas government by a single verb.